PRAYAS INTERNATIONAL SCHOOL

 
 

Picnic
22 Dec, 2022


ପ୍ରିୟ ଅଭିଭାବକ,

       ପିକନିକ୍ ସ୍ଥାନ:- ବଟ୍ଟେଶ୍ଵର, ତାମ୍ପର

       ତାରିଖ:- ୨୪/୧୨/୨୦୨୨

       ବାହାରିବା ସମୟ:- ସକାଳ ୬.୩୦

ଟିକେଟ ର ମୂଲ୍ୟ:- ୧୭୦୦ (ଦୁଇ ଜଣ ଅଭିଭାବକ ସହିତ ଜଣେ ଛାତ୍ର/ଛାତ୍ରୀ)

ଆସନ୍ତାକାଲି ଅପରାହ୍ନ ୩.୦୦ ସୁଧା ଟିକେଟ ର ମୂଲ୍ୟ ପରିଶୋଧ କରି ସ୍ଥାନ ପକ୍କା କରନ୍ତୁ। 

ଆପଣ ମାନେ PhonePay/Google Pay ରେ ମଧ୍ୟ ପଇଠ କରିପାରିବେ।

PhonePay/Google Pay Number:- *9178936855* 

 

 

 

ଅଧିକ ଜାଣିବା ପାଇଁ ବିଦ୍ୟାଳୟ କତ୍ତୃପକ୍ଷ ଙ୍କୁ ସହିତ ଯୋଗାଯୋଗ କରନ୍ତୁ।